ସିସ୍ଟମ ଆବଶ୍ଯକୀଯଗୁଡିକ:
କାର୍ୟ୍ଯକରିବା ସିସ୍ଟମ ଦ୍ବାରା ଉପୟୋଗହେଇନଥିବା କେବଳ ସଟ୍କଟ କିଗୁଡିକ(କି ସଂଘତିଗୁଡିକ) ଓପନଅଫିସ.orgରେ ଉପୟୋଗଦେବ ନାହିଁଓପନଅଫିସ.orgର ସାହାୟ୍ଯରେ ବର୍ଣ୍ଣନାହୋଇଥିବା ପରି ୟଦି କି ସଂଘତି ଓପନଅଫିସ.orgରେ କାର୍ୟ୍ଯ କରିବ ନାହିଁ,କାର୍ୟ୍ଯକାରୀ ସିସ୍ଟମ ଦ୍ବାରା ସେହି ସଟ୍କଟ ଉପୟୋଗ ହେଇଛି କି ୟାଞ୍ଚକରଏହି କଳହଗୁଡିକୁ ସଂଶୋଧନକରିବା ପାଇଁ,ତୁମର କାର୍ୟ୍ଯକରୀ ସିସ୍ଟମ ଦ୍ବାରା ତୁମେ କିଗୁଡିକର ପରିବର୍ତ୍ତନକୁ ନିର୍ଦ୍ଦିଷ୍ଟକରିପାରିବବୌକଳ୍ପିକଭାବରେ,ଓପନଅଫିସ.orgରେ ତୁମେ ୟେକୌଣସି କି ପଂକ୍ତିକରଣ ପ୍ରାଯ ପରିବର୍ତ୍ତନ କରିପାରିବଏହି ବିଷଯରେ ଅଧିକ ସୂଚନା ପାଇଁ,ଓପନଅଫିସ.org ସାହାୟ୍ଯ କିମ୍ବା ତୁମର କାର୍ୟ୍ଯକରିବା ସିସ୍ଟମର ସାହାୟ୍ଯ ପ୍ରାମାଣ୍ଯ ଦଲିଲ କୁ ନିର୍ଦ୍ଦେଶକର
ଡିଫଲଟ ସେଟିଙ୍ଗରେ, ଫାଇଲ ତାଲାପକାଇବା ଓପନଅଫିସ.orgରେ ବଦଳିୟାଇଛିଏହାକୁ ନିଷ୍କ୍ରିଯ କରିବା ପାଇଁ, ତୁମକୁ ଉଚିତ ପରିବେଶ ପରିବର୍ତ୍ତନଶୀଳ SAL_ENABLE_FILE_LOCKING=0 କୁ ସେଟ କରିବାକୁ ପଡିବ ଏବଂ SAL_ENABLE_FILE_LOCKING କୁ ରତ୍ପାନୀକର ସୋଫିସ ଲିପି ଫାଇଲରେ ଏହି ପ୍ରବେଶଗୁଡିକ ଆଗରୁ ସକ୍ଷମ ଫର୍ମରେ ଅଛି
ଚେତାବନୀ: ସଂଚାଳିତହୋଇଥିବା ଫାଇଲ ତାଲାପକାଇବା ବୌଶିଷ୍ଟ୍ଯ ୨.୫.୧ ଏବଂ ୨.୭ ସୋଲାରିସର ଅସୁବିଧାର କାରଣହୋଇପାରେ ଲିନକ୍ସ NFS 2.0 ସହିତ ସଂୟୋଗରେ ଉପୟୋଗହେବ ୟଦି ତୁମର ସିସ୍ଟମ ପରିବେଶ ଏହି ପାରାମିଟରଗୁଡିକ ଅଛି,ଆମେ ଦୃଢଭାବରେ ସୁପାରିଶ କରୁଛୁ ୟେ ତୁମେ ଫାଇଲ ତାଲାପକାଇବା ବୌଶିଷ୍ଟ୍ଯର ଉପୟୋଗକୁ ପରିହାର କରୁଛକିମ୍ବା,ଓପନଅଫିସ.org. ଅଟକିୟିବ ୟେତେବେଳେ ଏକ ଲିନକ୍ସ କମ୍ପ୍ଯୁଟରରୁ ଏକ NFS ପ୍ରସ୍ତୁତକରିରଖିବା ବିବରଣୀପଞ୍ଜିକାରୁ ତୁମେ ଏକ ଫାଇଲ ଖୋଲିବାକୁ ଚେଷ୍ଟାକର
ଦଯାକରି ସର୍ବନିମ୍ନ ଦ୍ରବ୍ଯ ରେଜିଷ୍ଟ୍ରେସନ ପ୍ରକ୍ରିଯାକୁ ସମାପ୍ତ କରିବା ପାଇଁ କିଛି ସମଯ ନିଅନ୍ତୁ ୟେତେବେଳେ ତୁମେ ସଫଟଉଏରକୁ ପ୍ରତିଷ୍ଠାପିତ କରିବୟେତେବେଳେ ରେଜିଷ୍ଟ୍ରେସନ ବୌକଳ୍ପିକ ହେବ,ଆମେ ତୁମକୁ ରେଜିଷ୍ଟର କରିବା ପାଇଁ ପ୍ରୋତ୍ସାହନ କରିବୁ,ସେପର୍ୟ୍ଯନ୍ତ ଗୋଷ୍ଠୀ ୟୁଗ୍ମ ସଫଟଉଏର ଅନୁଚରବର୍ଗ ତିଆରି କରିବାରେ ସୂଚନା ଦ୍ବାରା ସକ୍ଷମ ହୋଇଛି ଏବଂ ଠିକଣା ଉପୟୋଗକର୍ତ୍ତା ସିଧାସଳଖ ଦରକାର ଅଛିଏହାର ଗୋପନୀଯ ନୀତି ଦ୍ବାରା,ତୁମର ବ୍ଯକ୍ତିଗତ ତଥ୍ଯ ର ସୁରକ୍ଷା ପାଇଁ ଓପନଅଫିସ.org ସବୁପ୍ରକାରର ପୂର୍ବସର୍ତକତା ନେବ ୟଦି ତୁମେ ପ୍ରତିଷ୍ଠାପନ ସମଯରେ ରେଜିଷ୍ଟ୍ରେସନକୁ ଛାଡିୟିବ,ତୁମେ ଫେରିୟାଇପାର ଏବଂ ରେ ୟେକୌଣସି ସମଯରେ ରେଜିଷ୍ଟର କରିପାରିବ
ଏକ ଉପୟୋଗକର୍ତ୍ତା ପର୍ୟ୍ଯବେକ୍ଷଣ ମଧ୍ଯ ଅନଲାଇନରେ ସ୍ଥାନପାଇଛି ୟେଉଁଥିରେ ଆମେ ତୁମକୁ ଉତ୍ସାହନ କରୁଛୁ ପୂରଣକରିବା ପାଇଁ ଉପୟୋଗକର୍ତ୍ତା ପର୍ୟ୍ଯବେକ୍ଷଣ ଫଳାଫଳଗୁଡିକ ଓପନଅଫିସ.org.କୁ ସାହାୟ୍ଯ କରିବ ଅଧିକ ବେଗରେ ଘୁଞ୍ଚିବ ପରବର୍ତ୍ତୀ -ବଶଂବିସ୍ତାର ଅଫିସ ଅନୁଚରବର୍ଗ ପାଇଁ ନୂଆ ସ୍ଟାଣ୍ଡାଡଗୁଡିକ ସେଟିଙ୍ଗକରିବ ତାର ବ୍ଯକ୍ତିଗତ ନୀତି ଦ୍ବାରା, ଏହି ଓପନଅଫିସ.org. ତୁମର ବ୍ଯକ୍ତିଗତ ତଥ୍ଯକୁ ରକ୍ଷାକରିବା ପାଇଁ ଗୋଷ୍ଠୀ ପ୍ରତି ସର୍ତକତା ଗ୍ରହଣକରେ
ଓପନଅଫିସ.org 2.0 ଅଫିସ ଅନୁଚରବର୍ଗ ସହିତ ସାହାୟ୍ଯ କରିବା ପାଇଁ, 'users@openoffice.org' ମେଲିଙ୍ଗ ତାଲିକାରେ ପ୍ରଶ୍ନଗୁଡିକ ଖୋଜିବା ପାଇଁ ନଥିପତ୍ରଗୁଡିକ ଦେଖ ୟାହାକି ପୂର୍ବରୁ ଉତ୍ତରଦିଆସରିଛି www.openoffice.org/mail_list.html. ବୌକଳ୍ପିକଭାବରେ, ତୁମେ ତୁମ ପ୍ରଶ୍ନଗୁଡିକ users@openoffice.org. କୁ ପଠାଇ ପାରିବ.ଇ-ମେଲ ଉତ୍ତର ପାଇବା ପାଇଁ ତାଲିକାକୁ ସ୍ବୀକାରକରିବାକୁ ସ୍ମରଣକର
ରେ FAQ ବିଭାଗକୁ ମଧ୍ଯ ୟାଞ୍ଚକର http://user-faq.openoffice.org/.
ଜିଲା ଘଟଣାକୁ, ଆମ ୟନ୍ତ୍ରପାତି ପାଇଁ ରିପୋର୍ଟକରିବାକୁ,ଟ୍ରାକକରିବାକୁ ଏବଂ ବଗ ଏବଂ ଘଟଣା ସମାଧାନ କରିବାକୁ ଓପନଅଫିସ.org ଉଏବ୍ସାଇଟ ଆୟୋଜନକରିଛି ସମସ୍ତ ଉପୟୋଗକର୍ତ୍ତାମାନଙ୍କୁ ୟୋଗ୍ଯ ଅନୁଭବକରିବା ପାଇଁ ଆମେ ପ୍ରୋତ୍ସାହନକରୁଛୁ ଏବଂ ଘଟଣାଗୁଡିକୁ ରିପୋର୍ଟକରିବାକୁ ସ୍ବାଗତକରୁଛୁ ୟାହା ତୁମର ନିଦ୍ଦିଷ୍ଟ ପ୍ଲାଟ୍ଫର୍ମରେ ଦେଖାୟାଇପାରେଘଟଣାଗୁଡିକର ଶକ୍ତି ପୂର୍ଣ୍ଣ ରିପୋର୍ଟକରିବା ହେଇଛି ଏକ ଗୁରୁତ୍ବପୂର୍ଣ୍ଣ ସାହାୟ୍ଯ ତାହା ଚାଳିଥିବା ଉନ୍ନତିକୁ ଏବଂ ଅନୁଚରବର୍ଗର ବିକାଶକୁ ଉପୟୋଗକର୍ତ୍ତା ଗୋଷ୍ଠୀ ତିଆରି କରିପାରିବେ
ଓପନଅଫିସ.org.ଗୋଷ୍ଠୀ ଏହି ଗୁରୁତ୍ବପୂର୍ଣ୍ଣ ଖୋଲା ମୂଲ୍ଯ ପ୍ରୋଜ୍କ୍ଟର ବିକାଶରେ ତୁମର ସକ୍ରିଯ ଅଶଂଗ୍ରହଣରୁ ଅଧିକ ଲାଭପାଇଲା
ଗୋଟିଏ ଉପୟୋଗକର୍ତ୍ତା ପରି,ତୁମେ ପୂର୍ବରୁ ଏହି ଅନୁଚରବର୍ଗ ଉନ୍ନତି ପ୍ରକ୍ରିଯାରେ ଏକ ମୂଲ୍ଯବାନ ଅଶଂ ଅଟ ଏବଂ ଗୋଷ୍ଠୀ ପାଇଁ ଏକ ଦୀର୍ଘସ୍ଥାଯୀ ସାହାୟ୍ଯକାରୀ ହେବାକୁ ଦୃଶ୍ଯରେ ରଖି ଏକ ଅଧିକ ସଂକ୍ରିଯ ଭୂମିକା ନେବାକୁ ଆମେ ତୁମକୁ ପ୍ରୋତ୍ସାହନକରିବାକୁ ଚାହୁଁଛୁ ଦଯାକରି ୟୋଗଦିଅ ଏବଂ ଉପୟୋଗକର୍ତ୍ତା ପୃଷ୍ଠା ୟାଞ୍ଚକର: www.openoffice.org
ଆମେ ଆଶାକରୁଛୁ ନୂଆ ଓପନଅଫିସ.org 2.0 ସହିତ କାମକରି ତୁମେ ଉପଭୋଗକରିବ ଏବଂ ଅନଲାଇନରେ ଆମ ସହିତ ୟୋଗଦେବ
ଓପନଅଫିସ.org ଗୋଷ୍ଠୀ
ଅଶଂଗୁଡିକ ପ୍ରତିଲିପିସ୍ବତ୍ତ ୧୯୯୮, ୧୯୯୯ ଜେମସ କ୍ଲର୍କ ଅଶଂଗୁଡିକ ପ୍ରତିଲିପିସ୍ବତ୍ତ ୧୯୯୬,୧୯୯୮Netscape ୟୋଗାୟୋଗ ପ୍ରତିଷ୍ଠାନ